Cover

Sani Mandira Samnare Saata Bhikari

ମୃଣାଳ

Ungekürzt 9789354340253
3 Stunden 31 Minuten
Einige Artikel enthalten Affiliate-Links (gekennzeichnet mit einem Sternchen *). Wenn ihr auf diese Links klickt und Produkte kauft, erhalten wir eine kleine Provision, ohne dass für euch zusätzliche Kosten entstehen. Eure Unterstützung hilft, diese Seite am Laufen zu halten und weiterhin nützlichen Content zu erstellen. Danke für eure Unterstützung!

Vom Herausgeber

ଉଭୟ ସାମାଜିକ ଓ ରାଜନୈତିକ ଘଟଣାବଳୀକୁ କାହାଣୀର ରୂପ ଦେଉଥିବା ବିଶିଷ୍ଟ କଥାକାର ମୃଣାଳ ତାଙ୍କ ବ୍ୟଙ୍ଗାତ୍ମକ ଉପସ୍ଥାପନା ପାଇଁ ସୁପରିଚିତ! ତେବେ ମାନବୀୟ ଗୁଣର ଅନୁସନ୍ଧାନ ତାଙ୍କ କଥାକର୍ମର ପ୍ରମୁଖ ନିର୍ଯ୍ୟାସ! 'ଶନିମନ୍ଦିର ସାମ୍ନାରେ ସାତ ଭିକାରି' ଉପନ୍ୟାସଟି ସାମାଜିକ ବାସ୍ତବତାର ଏକ ଜୀବନ୍ତ ଉଦାହରଣ, ଯେଉଁଥିରେ ଆମ ସମୟର ବହୁ ଅନ୍ଧାରି ଦିଗ ଆବିଷ୍କୃତ! ବ୍ୟଙ୍ଗ ଛଳରେ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଦର୍ଶାଇବା ଲେଖକଙ୍କର ମୌଳିକ ଉଦ୍ଦେଶ୍ୟ, ଯାହା ଏହି ଉପନ୍ୟାସରେ ପ୍ରତିଫଳିତ!

Veröffentlichungsdatum
03.09.21

Storyside IN