Hi Muni Kemiti Achha
ପଦ୍ମଜ ପାଳ
Ungekürzt
•
9789354343698
4 Stunden 57 Minuten
Einige Artikel enthalten Affiliate-Links (gekennzeichnet mit einem Sternchen *). Wenn ihr auf diese Links klickt und Produkte kauft, erhalten wir eine kleine Provision, ohne dass für euch zusätzliche Kosten entstehen. Eure Unterstützung hilft, diese Seite am Laufen zu halten und weiterhin nützlichen Content zu erstellen. Danke für eure Unterstützung!
Vom Herausgeber
ପଦ୍ମଜ ପାଳ ଆମ ସମୟର ଅନ୍ୟତମ ସଶକ୍ତ ସର୍ଜନାକାର । ବିଶେଷତଃ ଗଳ୍ପ ଓ ଉପନ୍ୟାସରେ ସେ ତାଙ୍କର ପ୍ରର୍ଯ୍ୟାପ୍ତ ସୃଜନଶୀଳତା ବିନିଯୋଗ କରିଛନ୍ତି; ଯାହା ବଦଳରେ ଓଡ଼ିଆ ସାହିତ୍ୟ ପାଇଛି ବେଶ୍କିଛି ଉଲ୍ଲେଖନୀୟ ଓ ସ୍ମରଣୀୟ କଥାସାହିତ୍ୟ । 'ହାଏ ମୁନି, କେମିତି ଅଛ!' ସମକାଳର ସାକ୍ଷ୍ୟ ଓ ସଂବେଦନା ବହନ କରୁଥିବା ଏକ ପରୀକ୍ଷାଧର୍ମୀ ଉପନ୍ୟାସ, ଯାହା 'କଥା'ରେ ଧାରାବାହିକ ଭାବେ ପ୍ରକାଶ ପାଇ ଅପୂର୍ବ ପାଠକୀୟତା ହାସଲ କରିଥିଲା । ଥରେ ଶୁଣି ଦେଖନ୍ତୁ ଅଭିରାମ ଖୁଣ୍ଟିଆଙ୍କ କଣ୍ଠରେ...