Cover

Kathara Nama Banshi

ପ୍ରକାଶ ମହାପାତ୍ର

Ungekürzt 9789354340161
6 Stunden 35 Minuten
Einige Artikel enthalten Affiliate-Links (gekennzeichnet mit einem Sternchen *). Wenn ihr auf diese Links klickt und Produkte kauft, erhalten wir eine kleine Provision, ohne dass für euch zusätzliche Kosten entstehen. Eure Unterstützung hilft, diese Seite am Laufen zu halten und weiterhin nützlichen Content zu erstellen. Danke für eure Unterstützung!

Vom Herausgeber

ଯଦି କଥା ନ ଶୁଭିଲା ବଂଶୀ ଭଳି, ତେବେ ଏ ବହିର ବା କି ସାର୍ଥକତା ଅଛି? ଏ ବହି ସାହିତ୍ୟ ଫାହିତ୍ୟର ଧାର ଧରୁନଥିବା ଜଣେ ଲେଖକର ଖାମ୍‌ଖିଆଲି ଲେଖା । ଏ ଲେଖା ଜଗତ ଉଦ୍ଧାର ପାଇଁ ନୁହେଁ, କେବଳ ନିଜର ମୁକ୍ତି ପାଇଁ । ସୋସିଆଲ୍‍ ମିଡ଼ିଆରେ ନିୟମିତ ଲେଖି ଚହଳ ସୃଷ୍ଟି କରିଥିବା ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ରଙ୍କ 'କଥାର ନାମ ବଂଶୀ' ସେମିତି ଏକ ପୁସ୍ତକ, ଯାହାକୁ ଥରେ ଶୁଣିବାକୁ ଆରମ୍ଭ କଲେ ଶେଷ ନକରି ରହିପାରିବେନି ।

Veröffentlichungsdatum
06.11.21

Storyside IN