Panchatantra
ଡ. ବିବୁଧରଞ୍ଜନ
Ungekürzt
•
9789354835582
5 Stunden 31 Minuten
Einige Artikel enthalten Affiliate-Links (gekennzeichnet mit einem Sternchen *). Wenn ihr auf diese Links klickt und Produkte kauft, erhalten wir eine kleine Provision, ohne dass für euch zusätzliche Kosten entstehen. Eure Unterstützung hilft, diese Seite am Laufen zu halten und weiterhin nützlichen Content zu erstellen. Danke für eure Unterstützung!
Vom Herausgeber
ଆଜିର ଇଲେକ୍ଟ୍ରୋନିକ୍ସ ଯୁଗରେ ବି ପଣ୍ଡିତ ବିଷ୍ଣୁଶର୍ମା ବିରଚିତ 'ପଞ୍ଚତନ୍ତ୍ର'ର କାହାଣୀ ତା'ର ଗୌରବ ଓ ଔଜ୍ଜ୍ୱଲ୍ୟ ବଜାୟ ରଖିଛି। କେବଳ ଶିଶୁ-କିଶୋର ନୁହଁନ୍ତି, ପରିବାର, ସମାଜ ଓ ରାଷ୍ଟ୍ରର ସବୁ ବର୍ଗର ଲୋକଙ୍କ ପାଇଁ ମନଛୁଆଁ କାହାଣୀ ଛଳରେ 'ପଞ୍ଚତନ୍ତ୍ର' ସଜାଇ ରଖିଛି ଗଭୀର ଜୀବନଦର୍ଶନ ଓ ନିତିକଥାର ନାନ୍ଦନିକ ଐଶ୍ୱର୍ଯ୍ୟ। ଡକ୍ଟର ବିବୁଧରଂଜନଙ୍କ କମନୀୟ ଭାଷା ଓ ନମନୀୟ ବର୍ଣ୍ଣନା ଏ ବହିଟିକୁ ଅଧିକ ରସାଳ କରିବାରେ ସହାୟକ ହୋଇଛି।