Chhayasaudhara Abasesha
ଗୌରହରି ଦାସ
Ungekürzt
•
9789354344855
4 Stunden 24 Minuten
Einige Artikel enthalten Affiliate-Links (gekennzeichnet mit einem Sternchen *). Wenn ihr auf diese Links klickt und Produkte kauft, erhalten wir eine kleine Provision, ohne dass für euch zusätzliche Kosten entstehen. Eure Unterstützung hilft, diese Seite am Laufen zu halten und weiterhin nützlichen Content zu erstellen. Danke für eure Unterstützung!
Vom Herausgeber
ପରିସ୍ଥିତିରେ ପଡି ଗୋଟେ ବେଶ୍ୟାର ଜୀବନକୁ ଗ୍ରହଣ କରିନେଇଥିବା କଲିକତାର ମିନୁ ଦେ, ସେହି ନଷ୍ଟଗଳିକୁ ଧରାହୋଇ ଯାଇଥିବା ଗୋଟେ ଯୁବତୀକୁ ମୁକ୍ତି ଦେବାକୁ ଯାଇ କିପରି ସହିଥିଲା ନିର୍ଯ୍ୟାତନା, ତାହାରି କରୁଣ କାହାଣୀ କହେ 'ଛାୟାସୌଧର ଅବଶେଷ' ଉପନ୍ୟାସ! କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗୌରହରି ଦାସଙ୍କର ଯଦିଓ ଏହା ପ୍ରଥମ ଉପନ୍ୟାସ; ଅଭିଜ୍ଞତା ଓ ଉପସ୍ଥାପନାର ଚମକ କିନ୍ତୁ ପ୍ରତି ପୃଷ୍ଠାରେ ଭରିରହିଛି ଏଥିରେ! ଥରେ ଶୁଣିଦେଖନ୍ତୁ, ମିନୁ ଚରିତ୍ରଠାରୁ ଆପଣ ଶେଷଯାଏ ମୁକୁଳି ପାରୁଛନ୍ତି କି ନାହିଁ...