Shakti
ମୃଣାଳ
Ungekürzt
•
9789354340239
4 Stunden 8 Minuten
Einige Artikel enthalten Affiliate-Links (gekennzeichnet mit einem Sternchen *). Wenn ihr auf diese Links klickt und Produkte kauft, erhalten wir eine kleine Provision, ohne dass für euch zusätzliche Kosten entstehen. Eure Unterstützung hilft, diese Seite am Laufen zu halten und weiterhin nützlichen Content zu erstellen. Danke für eure Unterstützung!
Vom Herausgeber
କଳ୍ପବିଜ୍ଞାନ ଢାଞ୍ଚାରେ ରଚିତ ମୃଣାଳଙ୍କ ଅନ୍ୟତମ ସଫଳ ଉପନ୍ୟାସ ହେଉଛି 'ଶକ୍ତି'! ସୁଖପାଠ୍ୟ ଏହି ଉପନ୍ୟାସରେ ଅବକ୍ଷୟଗ୍ରସ୍ତ ସମାଜ ପ୍ରତି ତୀବ୍ର କଟାକ୍ଷ ସହିତ ମଣିଷର ମୌଳିକ ସହନଶକ୍ତି ଓ ସଂଗ୍ରାମର ଚିତ୍ର ଖୁବ ନିଖୁଣ ଭାବେ ପ୍ରଦର୍ଶିତ! ଶକ୍ତିର ବିଭିନ୍ନ ରୂପ, ବିଭବ ଓ ପ୍ରଭାବକୁ କଥାକାର ଖୁବ ରୋଚକ ଢଙ୍ଗରେ ଉପସ୍ଥାପନ କରିଛନ୍ତି! କେବଳ ଆଜି ପାଇଁ ନୁହେଁ, ଏହା ଭବିଷ୍ୟତର ସମାଜବ୍ୟବସ୍ଥା ପାଇଁ ମଧ୍ୟ ଏକ ଦିଗବାରେଣୀ! ମଣିଷ ଭିତରେ ଥିବା ଦେବତା ଓ ଦାନବଙ୍କ ଅହରହ ଚାଲିଥିବା ଏକ ଯୁଦ୍ଧର ଧାରାବିବରଣୀ ହେଉଛି 'ଶକ୍ତି'; ଶୁଣନ୍ତୁ ଖୋଦ ଲେଖକଙ୍କ ସ୍ୱରରେ...