Cover

Chhai Leutani

ପଦ୍ମଜ ପାଳ

Ungekürzt 9789354830525
2 Stunden 12 Minuten
Einige Artikel enthalten Affiliate-Links (gekennzeichnet mit einem Sternchen *). Wenn ihr auf diese Links klickt und Produkte kauft, erhalten wir eine kleine Provision, ohne dass für euch zusätzliche Kosten entstehen. Eure Unterstützung hilft, diese Seite am Laufen zu halten und weiterhin nützlichen Content zu erstellen. Danke für eure Unterstützung!

Vom Herausgeber

ନାରୀ ପୁରୁଷ ମଧ୍ୟରେ ଯେଉଁ ଉଚ୍ଚାଟ ଯୌନ ଆକର୍ଷଣ ସୃଷ୍ଟି ହୁଏ ତାହାର ଏକ କଳାତ୍ମକ ଉପସ୍ଥାପନା ହେଉଛି 'ଛାଇ ଲେଉଟାଣି' ଉପନ୍ୟାସ। ଓଡ଼ିଆ କଥାସାହିତ୍ୟର ଅନ୍ୟତମ ଦକ୍ଷ ଶିଳ୍ପୀ ପଦ୍ମଜ ପାଳଙ୍କ ରଚିତ ଏହି ଉପନ୍ୟାସରେ ଅଛି ପ୍ରେମର ଆଦିମ ଚିତ୍ର। ବିବାହ ଏକ ଧର୍ମଭିତ୍ତିକ ସମାଜର ଅନୁଷ୍ଠାନ। ଏହା ସାର୍ଥକ ହେଲେ ଯାଇ ଜୀବନ ସୁନ୍ଦର ହୁଏ। ବିବାହର ସଫଳତା ହିଁ ଜୀବନର ସଫଳତା। ଏହାର ବ୍ୟର୍ଥତାରେ ହୁଏ ଜୀବନର ବିପର୍ଯ୍ୟୟ। ମଣିଷ ଅନେକ ସମୟରେ ବିବାହ ନ କରି ଯୌନଚର୍ଯ୍ୟାରୁ ବଂଚିତ ହୁଏ। ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ସେହି ସଂକ୍ରାନ୍ତୀୟ ଅନୁଶୋଚନା ତାଙ୍କୁ ବ୍ୟତିବ୍ୟସ୍ତ କରିପକାଏ। ଉପନ୍ୟାସରେ କାଜଲ ଏବଂ ବିକ୍ରମଙ୍କ ମଧ୍ୟରେ କିପରି ଏକ ଗଭୀର ଦେହଜ ସଂର୍ପକ ଗଢ଼ି ଉଠିଛି, ଶୁଣନ୍ତୁ ବିଶିଷ୍ଟ ସଙ୍ଗୀତଶିଳ୍ପୀ କରୁଣାକରଙ୍କ କଣ୍ଠରେ...

Veröffentlichungsdatum
17.10.21

Storyside IN