Cover

Srimadbhagabata

ଜଗନ୍ନାଥ ଦାସ

Unabridged 9789354342080
8 hours 10 minutes
Some articles contain affiliate links (marked with an asterisk *). If you click on these links and purchase products, we will receive a small commission at no extra cost to you. Your support helps to keep this site running and to continue creating useful content. Thank you for your support!

From the publisher

ସନ୍ଥକବି ଜଗନ୍ନାଥ ଦାସଙ୍କ ରଚିତ ଶ୍ରୀମଦ୍‍ଭାଗବତ କେବଳ ଏକ ପୁସ୍ତକ ନୁହେଁ, ଓଡ଼ିଶାର ସାଂସ୍କୃତିକ ଆନ୍ଦୋଳନରେ ଏକ ପ୍ରମୁଖ ଆଧାର! ଓଡ଼ିଶାର ଘରେଘରେ ଓ ଗ୍ରାମେଗ୍ରାମେ ଭାଗବତ ଟୁଙ୍ଗି (ଗାଦି)ରେ ଏହି ଅଧ୍ୟାତ୍ମ ଗ୍ରନ୍ଥ 'ଭାଗବତ ଗୋସେଇଁ' ରୂପେ ପୂଜିତ! ଓଡ଼ିଶାର ଜାତୀୟ ଜୀବନଧାରାକୁ ଏହା ଗଭୀରଭାବେ ପ୍ରଭାବିତ କରିଆସିଛି! ବିଗତ ପାଞ୍ଚ ଶହ ବର୍ଷ ଧରି ଶ୍ରୀମଦ୍‍ଭାଗବତ ଓଡ଼ିଆ ଭାଷା, ସାହିତ୍ୟ, ସମାଜ ଓ ସଂସ୍କୃତିର ଶ୍ରୀବୃଦ୍ଧି କରିଆସିଛି! ତେବେ ଚାଲନ୍ତୁ ଏବେ ଶୁଣିବା ଶ୍ରୀମଦ୍‍ଭାଗବତର ବହୁପଠିତ ଏକାଦଶ ସ୍କନ୍ଧ, ବିଚିତ୍ରାନନ୍ଦ ପଣ୍ଡାଙ୍କ ସୁମଧୁର କଣ୍ଠରେ!

Release date
09/03/2021

Storyside IN