Cover

Galpa Sambhara

ବସନ୍ତ କୁମାର ଶତପଥୀ

Unabridged 9789354344596
13 hours 49 minutes
Some articles contain affiliate links (marked with an asterisk *). If you click on these links and purchase products, we will receive a small commission at no extra cost to you. Your support helps to keep this site running and to continue creating useful content. Thank you for your support!

From the publisher

ନିଜ ସୃଷ୍ଟିକୁ 'ବ୍ୟାଧିଗ୍ରସ୍ତ କଳ୍ପନାବିଳାସ ଓ ପ୍ରୟୋଗବାଦ ବିରୋଧରେ ବିପ୍ଳବ' ବୋଲି କହୁଥିବା ଓଡ଼ିଆ ସାହିତ୍ୟର ଅନ୍ୟତମ ଶିଖରପୁରୁଷ ବସନ୍ତ କୁମାର ଶତପଥୀ! ଖୁବ ସ୍ୱଚ୍ଛ, ଅକୃତ୍ରିମ ଓ ସ୍ପଷ୍ଟ ଭାବେ କାହାଣୀ କହନ୍ତି ସେ! ସାଧାରଣ ମଣିଷର ସଂସାର, ଜଂଜାଳ, ଭୋକ, କଷଣ, ହସ ଆଉ ଉଲ୍ଲାସକୁ ନେଇ ସାଧାରଣ ଭାବ ଓ ଭାଷାରେ ସେ ଆମ ସାହିତ୍ୟକୁ ଭେଟି ଦେଇଛନ୍ତି ଅନେକ ଅସାଧାରଣ କୃତି! 'ଗଳ୍ପ ସମ୍ଭାର' ତାଙ୍କ ଅସଂଖ୍ୟ ଗଳ୍ପମାଳାରୁ ସୁନିର୍ବାଚିତ କେତୋଟି କାହାଣୀ... ଶୁଣନ୍ତୁ ଆମ ସମସ୍ତଙ୍କର ଚିହ୍ନାସ୍ୱର ଅନିତ୍ୟ ମହାନ୍ତିଙ୍କ କଣ୍ଠରେ

Release date
08/11/2021

Storyside IN