Cover

Andharara Akhi

ଡ. ପ୍ରଶାନ୍ତ ବିଶ୍ୱାଳ

Unabridged 9789354835919
5 hours 8 minutes
Some articles contain affiliate links (marked with an asterisk *). If you click on these links and purchase products, we will receive a small commission at no extra cost to you. Your support helps to keep this site running and to continue creating useful content. Thank you for your support!

From the publisher

'ଏଇ ଦେଖ, ମୁଁ ଆସିଛି - କହି ଅଜିତ ବାବୁଙ୍କ ହାତପାପୁଲିକୁ ଜୋରରେ ଚାପି ଧରିଥାଏ ଶାଳିନୀ! ଶାଳିନୀର ହାତପାପୁଲିର ସ୍ପର୍ଶ ପାଇ ଅଧା ଆଖି ଖୋଲିଲେ ଅଜିତ ବାବୁ! ଥରିଲା ଥରିଲା ହାତରେ ଶାଳିନୀର ହାତକୁ ନେଇ ଅବିନାଶ ବାବୁଙ୍କ ହାତରେ ଛୁଆଁଇ ଦେଲେ!' କଣ ହେଲା ତା ପରେ? ଶୁଣନ୍ତୁ କଥାକାର ଡା. ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ ରୋମାଣ୍ଟିକ ଉପନ୍ୟାସ 'ଅନ୍ଧାରର ଆଖି' ବିଶିଷ୍ଟ ଅଭିନେତା ଶକ୍ତି ବରାଳଙ୍କ କଣ୍ଠରେ...

Release date
11/18/2021

Storyside IN