Cover

Uttaradhikara

ଜଗଦୀଶ ମହାନ୍ତି

Unabridged 9789354348426
3 hours 4 minutes
Some articles contain affiliate links (marked with an asterisk *). If you click on these links and purchase products, we will receive a small commission at no extra cost to you. Your support helps to keep this site running and to continue creating useful content. Thank you for your support!

From the publisher

ଓଡ଼ିଆ ଗଳ୍ପ ଓ ଉପନ୍ୟାସର ଦୁନିଆରେ କଥାକାର ଜଗଦୀଶ ମହାନ୍ତି ଜଣେ ବହୁଚର୍ଚ୍ଚିତ ନାମ! ଓଡିଶା ସାହିତ୍ୟ ଏକାଡେମୀ, ଶାରଳା ପୁରସ୍କାର ଆଦି ପୁରସ୍କାରପ୍ରାପ୍ତ ଏହି ଲେଖକଙ୍କ ଲେଖାରେ ଥାଏ ଏକ ଯାଦୁକରୀ ଶକ୍ତି, ଯାହା ପାଠକକୁ କାହାଣୀ ଭିତରକୁ ଆପେଆପେ ଭିଡି ନେଇଯାଏ! ବାପ-ପୁଅର ସମ୍ପର୍କ ଓ ଅଧିକାରକୁ ନେଇ ଜଗଦୀଶ ମହାନ୍ତିଙ୍କ ଏକ ସମ୍ବେଦନଶୀଳ ଉପନ୍ୟାସ ହେଉଛି 'ଉତ୍ତରାଧିକାର'! ପରିବାର ଓ ଦାୟବଦ୍ଧତା ଭିତରେ କେମିତି 'ନୂଆ ମା' ଭଳି ସମ୍ପର୍କଟେ ଗଢ଼ିଉଠେ, ତାର ନିଖୁଣ ବର୍ଣ୍ଣନା ଶୁଣନ୍ତୁ କ୍ଷୀରୋଦ ସାହୁଙ୍କ ଉପସ୍ଥାପନାରେ...

Release date
09/17/2021

Storyside IN