Bigyan Sahitya Darpan
ଡ. ସୂର୍ଯ୍ୟମଣି ବେହେରା
Completo
•
9789354836060
8 horas 5 minutos
Algunos artículos contienen enlaces de afiliados (marcados con un asterisco *). Si hace clic en estos enlaces y compra productos, recibiremos una pequeña comisión sin coste adicional para usted. Su apoyo ayuda a mantener este sitio en funcionamiento y a seguir creando contenidos útiles. Gracias por su apoyo.
De la editorial
ବିଜ୍ଞାନକୁ ଜନପ୍ରିୟ କରିବା ପାଇଁ ଛାତ୍ରାବସ୍ଥାରୁ ଉଦ୍ୟମ କରିଆସୁଥିବା ଜଣାଶୁଣା ଲେଖକ ଡ. ସୂର୍ଯ୍ୟମଣି ବେହେରାଙ୍କ ଏକ ସଂଗ୍ରହଣୀୟ ପୁସ୍ତକ 'ବିଜ୍ଞାନ ସାହିତ୍ୟ ଦର୍ପଣ' । ପ୍ରବନ୍ଧ, ଗଳ୍ପ, କବିତା, ବିଜ୍ଞାନମେଳା, ଏକାଙ୍କିକା ଓ ପ୍ରଶ୍ନୋତ୍ତର ମାଧ୍ୟମରେ ବିଜ୍ଞାନ ସାହିତ୍ୟର ଉପସ୍ଥାପନା କରାଯାଇଥିବା ତାଙ୍କର ଏହି ପୁସ୍ତକଟି ଆସନ୍ତୁ ଶୁଣିବା ପ୍ରକାଶ ରାଉତଙ୍କ କଣ୍ଠରେ ।