Atmacharita
ଫକୀରମୋହନ ସେନାପତି
Completo
•
9789354342899
10 horas 56 minutos
Algunos artículos contienen enlaces de afiliados (marcados con un asterisco *). Si hace clic en estos enlaces y compra productos, recibiremos una pequeña comisión sin coste adicional para usted. Su apoyo ayuda a mantener este sitio en funcionamiento y a seguir creando contenidos útiles. Gracias por su apoyo.
De la editorial
ବ୍ୟାସକବି ଫକୀରମୋହନ ସେନାପତିଙ୍କ 'ଆତ୍ମଚରିତ' ଓଡ଼ିଆ ଭାଷା-ସାହିତ୍ୟର ଏକ ବିରଳତମ ଆତ୍ମକଥନ, ଯାହା କେବଳ ବ୍ୟକ୍ତିଗତ ଅନୁଭବ ବା ଅନୁଭୁତି ନୁହେଁ, ବରଂ ତତ୍କାଳୀନ ସାମାଜିକ ସ୍ଥିତି ଓ ଅବକ୍ଷୟର କଥା ମଧ ବଖାଣେ! ଖୁବ ରସାଳ, ରମଣୀୟ ଓ ଚଟୁଳ ଭାଷାରେ ବ୍ୟାସକବି କିପରି ନିଜ ସମୟକୁ ବ୍ୟଙ୍ଗ କରିଛନ୍ତି, ତାହା ପ୍ରତ୍ୟକ ଓଡ଼ିଆ ଜାଣିବା କଥା!