Srimadbhagabata
ଜଗନ୍ନାଥ ଦାସ
Completo
•
9789354342080
8 horas 10 minutos
Algunos artículos contienen enlaces de afiliados (marcados con un asterisco *). Si hace clic en estos enlaces y compra productos, recibiremos una pequeña comisión sin coste adicional para usted. Su apoyo ayuda a mantener este sitio en funcionamiento y a seguir creando contenidos útiles. Gracias por su apoyo.
De la editorial
ସନ୍ଥକବି ଜଗନ୍ନାଥ ଦାସଙ୍କ ରଚିତ ଶ୍ରୀମଦ୍ଭାଗବତ କେବଳ ଏକ ପୁସ୍ତକ ନୁହେଁ, ଓଡ଼ିଶାର ସାଂସ୍କୃତିକ ଆନ୍ଦୋଳନରେ ଏକ ପ୍ରମୁଖ ଆଧାର! ଓଡ଼ିଶାର ଘରେଘରେ ଓ ଗ୍ରାମେଗ୍ରାମେ ଭାଗବତ ଟୁଙ୍ଗି (ଗାଦି)ରେ ଏହି ଅଧ୍ୟାତ୍ମ ଗ୍ରନ୍ଥ 'ଭାଗବତ ଗୋସେଇଁ' ରୂପେ ପୂଜିତ! ଓଡ଼ିଶାର ଜାତୀୟ ଜୀବନଧାରାକୁ ଏହା ଗଭୀରଭାବେ ପ୍ରଭାବିତ କରିଆସିଛି! ବିଗତ ପାଞ୍ଚ ଶହ ବର୍ଷ ଧରି ଶ୍ରୀମଦ୍ଭାଗବତ ଓଡ଼ିଆ ଭାଷା, ସାହିତ୍ୟ, ସମାଜ ଓ ସଂସ୍କୃତିର ଶ୍ରୀବୃଦ୍ଧି କରିଆସିଛି! ତେବେ ଚାଲନ୍ତୁ ଏବେ ଶୁଣିବା ଶ୍ରୀମଦ୍ଭାଗବତର ବହୁପଠିତ ଏକାଦଶ ସ୍କନ୍ଧ, ବିଚିତ୍ରାନନ୍ଦ ପଣ୍ଡାଙ୍କ ସୁମଧୁର କଣ୍ଠରେ!