Cover

Hi Muni Kemiti Achha

ପଦ୍ମଜ ପାଳ

Completo 9789354343698
4 horas 57 minutos
Algunos artículos contienen enlaces de afiliados (marcados con un asterisco *). Si hace clic en estos enlaces y compra productos, recibiremos una pequeña comisión sin coste adicional para usted. Su apoyo ayuda a mantener este sitio en funcionamiento y a seguir creando contenidos útiles. Gracias por su apoyo.

De la editorial

ପଦ୍ମଜ ପାଳ ଆମ ସମୟର ଅନ୍ୟତମ ସଶକ୍ତ ସର୍ଜନାକାର । ବିଶେଷତଃ ଗଳ୍ପ ଓ ଉପନ୍ୟାସରେ ସେ ତାଙ୍କର ପ୍ରର୍ଯ୍ୟାପ୍ତ ସୃଜନଶୀଳତା ବିନିଯୋଗ କରିଛନ୍ତି; ଯାହା ବଦଳରେ ଓଡ଼ିଆ ସାହିତ୍ୟ ପାଇଛି ବେଶ୍‍କିଛି ଉଲ୍ଲେଖନୀୟ ଓ ସ୍ମରଣୀୟ କଥାସାହିତ୍ୟ । 'ହାଏ ମୁନି, କେମିତି ଅଛ!' ସମକାଳର ସାକ୍ଷ୍ୟ ଓ ସଂବେଦନା ବହନ କରୁଥିବା ଏକ ପରୀକ୍ଷାଧର୍ମୀ ଉପନ୍ୟାସ, ଯାହା 'କଥା'ରେ ଧାରାବାହିକ ଭାବେ ପ୍ରକାଶ ପାଇ ଅପୂର୍ବ ପାଠକୀୟତା ହାସଲ କରିଥିଲା । ଥରେ ଶୁଣି ଦେଖନ୍ତୁ ଅଭିରାମ ଖୁଣ୍ଟିଆଙ୍କ କଣ୍ଠରେ...

Editorial
Fecha de lanzamiento
08/11/2021
Audiolibro enlace corto

Storyside IN