Pratisparddha
ପଦ୍ମଜ ପାଳ
Completo
•
9789354830440
6 horas 52 minutos
Algunos artículos contienen enlaces de afiliados (marcados con un asterisco *). Si hace clic en estos enlaces y compra productos, recibiremos una pequeña comisión sin coste adicional para usted. Su apoyo ayuda a mantener este sitio en funcionamiento y a seguir creando contenidos útiles. Gracias por su apoyo.
De la editorial
'ଅନିର୍ବାଣ ହସିଉଠି ଚାହିଁଲା ତୁଳସୀ ମଙ୍ଗଳାକୁ! ପରିହାସ ଭରା ସ୍ୱରରେ କହିଲା- ଜାଣିଲ ତୁଳସୀ, ମୁଁ କୁଆଡେ ଜଣେ ଦେବତା! କହିଛନ୍ତି ଜିନିଆ ମହାଦେବୀ! କିନ୍ତୁ ମଣିଷଟିଏ ନା ନୁହେଁ? ମୋତେ ତ ଲାଗୁଛି, ହତଭାଗ୍ୟ ଶାପଗ୍ରସ୍ତ ଜୀବନଟି ମୁଁ!'... ପ୍ରେମ ଓ ପ୍ରତାରଣାର ଉପନ୍ୟାସ 'ପ୍ରତିସ୍ପର୍ଦ୍ଧା'ର କାହାଣୀରେ ଅଛି ଏମିତି ଜଣେ ଚରିତ୍ର ଅନିର୍ବାଣ, ଯିଏ ନିଜର ସ୍ପର୍ଦ୍ଧା ପାଇଁ ଶେଷରେ ଅସହାୟ ହୋଇପଡିଛି! ବରିଷ୍ଠ କଥାକାର ପଦ୍ମଜ ପାଳଙ୍କ ରଚିତ ଏହି ଉତ୍କଣ୍ଠାପୂର୍ଣ୍ଣ ଉପନ୍ୟାସଟି ଶୁଣନ୍ତୁ ଅନିତ୍ୟ ମହାନ୍ତିଙ୍କ କଣ୍ଠରେ...