Cover

Syamala Sugandha

ପ୍ରବୀଣା ମହାନ୍ତି

Completo 9789354349102
3 horas 53 minutos
Algunos artículos contienen enlaces de afiliados (marcados con un asterisco *). Si hace clic en estos enlaces y compra productos, recibiremos una pequeña comisión sin coste adicional para usted. Su apoyo ayuda a mantener este sitio en funcionamiento y a seguir creando contenidos útiles. Gracias por su apoyo.

De la editorial

ଲୋକପ୍ରିୟ ମାସିକ 'କଥା' ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶ ପାଇ ଖୁବ ପାଠକୀୟ ଆଦର ସାଉଁଟିଥିବା ବିଶିଷ୍ଟ କଥାକାର ଡ. ପ୍ରବୀଣା ମହାନ୍ତିଙ୍କ ଉପନ୍ୟାସ 'ଶ୍ୟାମଳ ସୁଗନ୍ଧ'ରେ ରହିଛି ଗଭୀର ଜୀବନବୋଧ, ଗତିଶୀଳ କାହାଣୀ ଓ ବିଶ୍ୱସନୀୟ ଚରିତ୍ରଚିତ୍ରଣର ସୁଗୁଣ! ଉଠାପକା ଭିତର ଦେଇ ଗତିକରୁଥିବା ଜୀବନରେ ସମ୍ପର୍କର ଡଙ୍କ କେମିତି ସାମାଜିକତାର ରଂଜା ଦେଇ ଲଟେଇଚାଲିଛି, ତାର ନିଖୁଣ ପରିପ୍ରକାଶ ଘଟିଛି ଏହି ଉପନ୍ୟାସରେ! ବିଜୟଲକ୍ଷ୍ମୀ ପତ୍ରୀଙ୍କ ଶ୍ରୁତିମଧୁର କଣ୍ଠରେ ଥରେ ଏହି ଉପନ୍ୟାସର ଶ୍ୟାମଳ ଉଦ୍ୟାନରେ ପଶି ଦେଖନ୍ତୁ, ପାଇବେ କେବଳ ସୁଗନ୍ଧ ହିଁ ସୁଗନ୍ଧ...

Editorial
Fecha de lanzamiento
03/09/2021
Audiolibro enlace corto

Storyside IN