Cover

Jibashma

ସାରଦା ପ୍ରସାଦ ମିଶ୍ର

Completo 9789354344015
3 horas 3 minutos
Algunos artículos contienen enlaces de afiliados (marcados con un asterisco *). Si hace clic en estos enlaces y compra productos, recibiremos una pequeña comisión sin coste adicional para usted. Su apoyo ayuda a mantener este sitio en funcionamiento y a seguir creando contenidos útiles. Gracias por su apoyo.

De la editorial

ଅକାଳରେ ଆମ ସମସ୍ତଙ୍କୁ ଛାଡି ଚାଲିଯାଇଥିବା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ସାରଦା ପ୍ରସାଦ ମିଶ୍ରଙ୍କ 'ଜୀବାଶ୍ମ' ଉପନ୍ୟାସ ଯେଉଁମାନେ ପଢିନାହାନ୍ତି, ସେମାନେ ଜାଣିପାରିବେ ନାହିଁ ଜଣେ ଆଧୁନିକ ଓଡ଼ିଆ ନାରୀର ପ୍ରେମ, ଉତ୍ସର୍ଗ ଓ ଆଦର୍ଶର କଥା! 'କଥା' ପତ୍ରିକାରେ ପ୍ରକାଶ ପାଇ ଏକଦା ଆଲୋଡନ ସୃଷ୍ଟି କରିଥିବା ଏହି ଉପନ୍ୟାସରେ ଜୀବନର କ୍ରୂର ବାସ୍ତବତାକୁ ବେଶ କଳାତ୍ମକ ରୂପରେ ଉପସ୍ଥାପନା କରାଯାଇଛି! ଆଲୋକ ଅଗ୍ନିବେଶଙ୍କ କଣ୍ଠରେ ଚାଲନ୍ତୁନା ଥରେ ଶୁଣିନେବା...

Editorial
Fecha de lanzamiento
22/07/2021
Audiolibro enlace corto

Storyside IN