Priya Bandhabi
ବିଭୂତି ପଟ୍ଟନାୟକ
Completo
•
9789355444660
3 horas 19 minutos
Algunos artículos contienen enlaces de afiliados (marcados con un asterisco *). Si hace clic en estos enlaces y compra productos, recibiremos una pequeña comisión sin coste adicional para usted. Su apoyo ayuda a mantener este sitio en funcionamiento y a seguir creando contenidos útiles. Gracias por su apoyo.
De la editorial
'ଠିକ୍ ସେତିକିବେଳେ ଚା' ନେଇ ଆସୁଥିଲା ସୁମିତ୍ରା । ରତିକାନ୍ତର ଶେଷକଥା କେଇପଦ ଶୁଣି ହାତ ଥରିଉଠିଲା । ଚା' କପ୍ଗୁଡ଼ାକ ଖସିପଡ଼ିଲା ତଳେ ।' ବିଖ୍ୟାତ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କ 'ପ୍ରିୟ ବାନ୍ଧବୀ'ର ଏଇ ଢ଼ାଳି ଯାଇଥିବା ଚା'ର ସ୍ରୋତ, ପ୍ରେମର ଝରଣା ହୋଇ ବହିଚାଲେ । ସୁକାନ୍ତ ରଥଙ୍କ କଣ୍ଠରେ ଭିଜନ୍ତୁ ସେ ଝରଣାରେ...