Cover

Ardhangini

ସଦାନନ୍ଦ ତ୍ରିପାଠୀ

Completo 9789354835421
6 horas 22 minutos
Algunos artículos contienen enlaces de afiliados (marcados con un asterisco *). Si hace clic en estos enlaces y compra productos, recibiremos una pequeña comisión sin coste adicional para usted. Su apoyo ayuda a mantener este sitio en funcionamiento y a seguir creando contenidos útiles. Gracias por su apoyo.

De la editorial

ସେ କଥା କହନ୍ତି ଯେପରି, ଲେଖନ୍ତି ବି ସେହିପରି। ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ କହୁଥିବା କାହାଣୀର ପରିପାର୍ଶ୍ଵ ସହ ଆକ୍ଷରିକ ଭାବେ ନିଜକୁ ସାମିଲ୍‍ କରିଥାନ୍ତି। ତେଣୁ ତାଙ୍କର ଅନୁଭୂତି, ଉପଲବ୍ଧି ଓ ଅନ୍ତର୍ଦୃଷ୍ଟି ଯେତେବେଳେ ଗଳ୍ପରେ ରୂପାୟିତ ହୁଏ, ତାହା ପାଠକକୁ ଆଶାତୀତ ସ୍ୱାଦ ଓ ଆବେଗ ଯୋଗାଇବାର ସାମର୍ଥ୍ୟ ରଖେ। ଓଡ଼ିଶାର ମାଟି, ପାଣି, ପବନ ସହିତ ଏକାତ୍ମ ଏ ଗାଳ୍ପିକଙ୍କ ଗଳ୍ପରେ ରୂପାୟିତ ସ୍ଥାନ ଓ ଘଟଣା ଏବଂ ଚରିତ୍ରସବୁ ନିହାତି ଚିହ୍ନାଚିହ୍ନା ଲାଗନ୍ତି। ଏହି ସଂକଳନରେ ସ୍ଥାନିତ ଗଳ୍ପଗୁଡ଼ିକରେ ଭିନ୍ନଭିନ୍ନ ପରିବେଶ ଓ ପରିସ୍ଥିତିର ଜଣେଜଣେ ଅର୍ଦ୍ଧାଙ୍ଗିନୀଙ୍କୁ ଭେଟିବେ ପାଠକେ ଏବଂ ଅନୁଭବ କରିପାରିବେ ଲେଖକଙ୍କ ଅକୃତ୍ରିମ ଓ ଅନନ୍ୟ ଅନୁଧ୍ୟାନର ଅପୂର୍ବ ଅନ୍ଦାଜ୍‍କୁ।

Editorial
Fecha de lanzamiento
14/10/2021
Audiolibro enlace corto

Storyside IN