Cover

Prachina Sabhyata Kahani - Greece

ଶରତ କୁମାର ମହାନ୍ତି

Completo 9789354342387
12 horas 55 minutos
Algunos artículos contienen enlaces de afiliados (marcados con un asterisco *). Si hace clic en estos enlaces y compra productos, recibiremos una pequeña comisión sin coste adicional para usted. Su apoyo ayuda a mantener este sitio en funcionamiento y a seguir creando contenidos útiles. Gracias por su apoyo.

De la editorial

ବିଶ୍ୱର ପ୍ରମୁଖ ପ୍ରାଚୀନ ସଭ୍ୟତା ବିଷୟରେ ଓଡ଼ିଆଙ୍କୁ ପରିଚିତ ଓ ଶିକ୍ଷିତ କରିବା ଦିଗରେ ବିଶିଷ୍ଟ ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ଭୂମିକା ଉଲ୍ଲେଖନୀୟ! ଏହି କ୍ରମରେ ସେ ଅନେକ ଛୋଟଛୋଟ ନଗରରାଷ୍ଟ୍ରଙ୍କୁ ନେଇ ଗଠିତ ପ୍ରାଚୀନ ଗ୍ରୀସକୁ ନେଇ ଏହି ତଥ୍ୟଭିତ୍ତିକ ପୁସ୍ତକଟି ରଚନା କରିଛନ୍ତି! ଏହି ଗ୍ରୀସରେ ହିଁ ଜନ୍ମ ନେଇଥିଲେ ମହାକବି ହୋମର, ଯାହାଙ୍କ ମହାକାବ୍ୟ ସାରା ବିଶ୍ୱକୁ ପ୍ରଭାବିତ କରିଥିଲା! ଏହି ଗ୍ରୀସରେ ଅଛି ଅଲିମ୍ପିଆ ନଗର, ଯେଉଁଠାରୁ ଅଲିମ୍ପିକ କ୍ରୀଡା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲା! ଗ୍ରୀକ ବୀରମାନଙ୍କ କାହାଣୀ ବା କାହାକୁ ଅଛପା! ଗ୍ରୀସର ସାହିତ୍ୟ, ଦର୍ଶନ, ଯୁଦ୍ଧ ସବୁକିଛି ସାରା ବିଶ୍ୱକୁ ପ୍ରଭାବିତ କରିଆସିଛି ଯୁଗଯୁଗ ଧରି! ତେବେ ଚାଲନ୍ତୁ ଶୁଣିବା ଶରତ କୁମାର ମହାନ୍ତିଙ୍କ ସନ୍ଧାନୀ ନଜରରେ ଗ୍ରୀସର କାହାଣୀ...

Editorial
Fecha de lanzamiento
30/08/2021
Audiolibro enlace corto

Storyside IN