Gopana Kathati Kuha
ଗଙ୍ଗାଧର ବିଶ୍ୱାଳ
Completo
•
9789354343452
3 horas 19 minutos
Algunos artículos contienen enlaces de afiliados (marcados con un asterisco *). Si hace clic en estos enlaces y compra productos, recibiremos una pequeña comisión sin coste adicional para usted. Su apoyo ayuda a mantener este sitio en funcionamiento y a seguir creando contenidos útiles. Gracias por su apoyo.
De la editorial
ନାରୀ ଓ ପୁରୁଷ ଭିତରେ କେତେ ଫରକ ଅଥଚ କେତେ ନିବିଡ ସମ୍ପର୍କ! ହାତଗଣତି ଅଳ୍ପ କେତେଜଣ ଅଛନ୍ତି, ଯେଉଁମାନେ ଜଣାପଡନ୍ତିନାହିଁ କି ନଷ୍ଟ ହେଇଯିବାର ଘଟଣାରେ ଜଡିତ ହୁଅନ୍ତି ନାହିଁ! ଅବଶିଷ୍ଟ ଶତକଡା ନବେଭାଗ ପ୍ରେମିକ ନାନାଦି ଅପ୍ରୀତିକର ପରିସ୍ଥିତି ତିଆରି କରନ୍ତି; ଏପରିକି ପ୍ରେମିକା ପ୍ରତି ନିଷ୍ଠୁର ହୋଇ ପ୍ରତିଶୋଧପରାୟଣ ହେଇଯାନ୍ତି!... ଏମିତି ଏକ ରୋମାଣ୍ଟିକ ଥିମକୁ ନେଇ ରଚିତ ଗଂଗାଧର ବିଶ୍ୱାଳଙ୍କ ଏଇ ଉପନ୍ୟାସଟି ଥରେ ଶୁଣିବାକୁ ଆରମ୍ଭ କଲେ, ଶୁଣିଚାଲିଥିବେ, କେତେବେଳେ ଶେଷ ହେଇଯିବ ଜାଣିପାରିବେନି! ବିଖ୍ୟାତ କଣ୍ଠଶିଳ୍ପୀ କରୁଣାକରଙ୍କ କଣ୍ଠରେ ଚାଲନ୍ତୁନା ଏବେ ଶୁଣିବା 'ଗୋପନ କଥାଟି କୁହ'!