Cover

Kandhei

ମୃଣାଳ

Completo 9789354343612
3 horas 5 minutos
Algunos artículos contienen enlaces de afiliados (marcados con un asterisco *). Si hace clic en estos enlaces y compra productos, recibiremos una pequeña comisión sin coste adicional para usted. Su apoyo ayuda a mantener este sitio en funcionamiento y a seguir creando contenidos útiles. Gracias por su apoyo.

De la editorial

'ସଞ୍ଜବେଳକୁ ଭାରିଜୋର ବର୍ଷା ହେଉଥାଏ! ବିଲେଇଟା ପଶିଆସିଲା ଘରକୁ! ଆମେ ସ୍ୱାମୀ ସ୍ତ୍ରୀ ହେଟ ହେଟ କରି ତାକୁ ତଡ଼ିଲୁ! ବିଲେଇଟି ଗଲାବେଳେ ଥରେ ମୁହଁ ବୁଲେଇ ଆମଆଡ଼କୁ ଚାହିଁଲା! ମୋତେ ଲାଗିଲା: ତାର ନୀଳ ଆଖିର ଚାହାଣୀରେ ଭାରି ଧିକ୍କାର ଥିଲା: କି ମଣିଷ ହେଇଛ, ଏମିତି ବର୍ଷା ବାଦଲ ସଂଜରେ ମୋତେ ଘରୁ ତଡି ଦେଉଛ? ତାପରଠୁ ସେ ବିଲେଇକୁ ଆଉ ମୁଁ କେବେ ଦେଖିନି!' ଏଇ ଅଭିଜ୍ଞତା ନେଇ ବିଶିଷ୍ଟ ଲେଖକ ମୃଣାଳ ଲେଖିବା ଆରମ୍ଭ କରିଥିଲେ ଉପନ୍ୟାସ 'କଣ୍ଢେଇ', ଯାହାର ମୁଖ୍ୟ ଚରିତ୍ର ହେଉଛି ଗୋଟେ ବିଲେଇ! ଲେଖକ କହନ୍ତି, ବିଲେଇ ଭିତରେ ଯେତିକି ମଣିଷ ଅଛି, ମଣିଷ ଭିତରେ ତାଠୁ ଅଧିକ ବିଲେଇ ଅଛି! ତେବେ ଡେରି କାହିଁକି, ଚାଲନ୍ତୁନା ଶୁଣିନେବା ଏଇ ହାସ୍ୟରସାତ୍ମକ କାହାଣୀକୁ ଏଥର...

Editorial
Fecha de lanzamiento
20/07/2021
Audiolibro enlace corto

Storyside IN