Cover

Lal Machha

ଦେବଦାସ ଛୋଟରାୟ

Onverkort 9789354835391
5 uur 9 minuten
Sommige artikelen bevatten affiliate links (gemarkeerd met een sterretje *). Als je op deze links klikt en producten koopt, ontvangen we een kleine commissie zonder extra kosten voor jou. Uw steun helpt ons deze site draaiende te houden en nuttige inhoud te blijven maken. Hartelijk dank voor uw steun!

Van de uitgever

'ସେଦିନ ରାତିରେ ବିଛଣାରେ ମୁଁ ତାକୁ ନିୟମ ମୁତାବକ ମୋ' ଆଡ଼କୁ ଟାଣିଆଣିଲି । ସେ ମତେ ଜଳାଇବା ପାଇଁ ହୁଏତ ଗୋଟାଏ ଲାଲ୍ ଶାଢ଼ି ପିନ୍ଧିଥିଲା । ବିସ୍ତୃତ ଧଳାବିଛଣାର ସେପଟରୁ ସେ ଯେତେବେଳେ ଗଡ଼ିଆସିଲା, ମତେ ଲାଗିଲା, ଅବା ଗୋଟାଏ ପ୍ରକାଣ୍ଡ ଲାଲ୍ ମାଛ ମୋ ଆଡ଼କୁ ପହଁରିଆସୁଛି ।' ଏଭଳି ରୋମାଣ୍ଟିକ୍‍ ଉପସ୍ଥାପନାର ଚମତ୍କାର ଗପସବୁ ଶୁଣନ୍ତୁ ଦେବଦାସ ଛୋଟରାୟଙ୍କ 'ଲାଲ ମାଛ' ସଂକଳନରୁ ଅନୀଲ ପଟ୍ଟନାୟକଙ୍କ ସ୍ୱରରେ...

Publicatiedatum
03-04-2022

Storyside IN