Cover

Cover Story

ସତ୍ୟପ୍ରିୟ ମହାଳିକ

Onverkort 9789354343131
3 uur 37 minuten
Sommige artikelen bevatten affiliate links (gemarkeerd met een sterretje *). Als je op deze links klikt en producten koopt, ontvangen we een kleine commissie zonder extra kosten voor jou. Uw steun helpt ons deze site draaiende te houden en nuttige inhoud te blijven maken. Hartelijk dank voor uw steun!

Van de uitgever

ସତ୍ୟପ୍ରିୟ ମହାଳିକ ନିଜ ସାହିତ୍ୟରେ ଜୀବନ ଓ ବାସ୍ତବତା ପ୍ରତି ବେଶି ଯତ୍ନଶୀଳ । ତଥାକଥିତ କଳ୍ପନାର କାନ୍‌ଭାସ୍‌ରେ ମିଛ ଆଦର୍ଶ ଓ ଶସ୍ତା ସ୍ୱପ୍ନ ଆଙ୍କିବା ତାଙ୍କର ସଉକ୍ ନୁହେଁ; ବରଂ ଜୀବନର ଧୂସର ବାସ୍ତବତା ଓ କାରୁଣ୍ୟ ଆଡ଼େ ସେ ସଚେତନ ଦୃଷ୍ଟିରେ ଚାହିଁରହିବାକୁ ଭଲପାଆନ୍ତି । ସତ୍ୟ ଓ ସାହସର ବର୍ତ୍ତମାନକୁ ସେ ନିଜ ମୌଳିକ କଳାକୌଶଳ ନେଇ ରୂପାନ୍ତରିତ କରନ୍ତି କଥା କାହାଣୀରେ । ସେଥିପାଇଁ ତାଙ୍କର ପ୍ରତିଟି ରଚନା ଜୀବନ୍ତ ଓ ସଂକ୍ରାମକ । 'କଭର୍ ଷ୍ଟୋରି' ଉପନ୍ୟାସ ଆମ ସାମାଜିକ ଅସଂଗତି ଓ ଅବଜ୍ଞାର ଆଉଏକ ଶକ୍ତିଶାଳୀ କାରୁଣ୍ୟ, ଯେଉଁଠି ଚାରି ବର୍ଷର ଝିଅଟିଏ ଧର୍ଷିତା ହୁଏ ଓ ନ୍ୟାୟ ପାଇଁ ନୟାନ୍ତ ହୋଇ ଧାଉଁଥାଏ । ନ୍ୟାୟ କ'ଣ ପଦ୍ମଫୁଲ ଯେ ଅଣ୍ଟେପାଣିରେ ପଶି ତୋଳିଆଣିହେବ?

Publicatiedatum
14-10-2021

Storyside IN