Cover

Swapna Khojalimane

ସରୋଜିନୀ ସାହୁ

Onverkort 9789354348907
5 uur 29 minuten
Sommige artikelen bevatten affiliate links (gemarkeerd met een sterretje *). Als je op deze links klikt en producten koopt, ontvangen we een kleine commissie zonder extra kosten voor jou. Uw steun helpt ons deze site draaiende te houden en nuttige inhoud te blijven maken. Hartelijk dank voor uw steun!

Van de uitgever

ଓଡ଼ିଶାର ଲେଖିକାମାନଙ୍କ ଦ୍ୱାରା ରଚିତ ଉପନ୍ୟାସମାନଙ୍କରେ ସାଧାରଣତଃ ନାରୀ ହିଁ ମୁଖ୍ୟ ଚରିତ୍ର ହୋଇଥାନ୍ତି, କିନ୍ତୁ ବିଶିଷ୍ଟ ଲେଖିକା ସରୋଜିନୀ ସାହୁଙ୍କ 'ସ୍ୱପ୍ନ ଖୋଜାଳିମାନେ' ଉପନ୍ୟାସରେ ପୁରୁଷ ଚରିତ୍ରଙ୍କ ପ୍ରତି ସୂକ୍ଷ୍ମ ନିରୀକ୍ଷଣ ପାଠକମାନଙ୍କୁ ମୁଗ୍ଧ ଓ ବିସ୍ମୟାଭିଭୂତ କରିବ! ଜୀବନ ଖୋଜୁଥିବା ବୁଦ୍ଧିଜୀବୀମାନେ ଯେ ଜୀବନଠୁ ବହୁତ ଦୂରରେ ଏବଂ କ୍ଷୁଧା ତଥା ଦାରିଦ୍ର୍ୟ ଯେ କେବଳ ଦୈହିକ ବା ଆର୍ଥିକ ନୁହେଁ, ମାନସିକ ସ୍ତରରେ ମଧ୍ୟ ଥାଇପାରେ, ଏଇ ଉପଲବ୍ଧିରେ ପାଠକକୁ ପହଞ୍ଚାଇବାରେ ଲେଖିକାଙ୍କ ସଫଳତା ପ୍ରମାଣିତ!

Publicatiedatum
17-11-2021

Storyside IN