Cover

Nija Nija Panipatha

ଜଗଦୀଶ ମହାନ୍ତି

Onverkort 9789354348341
7 uur 13 minuten
Sommige artikelen bevatten affiliate links (gemarkeerd met een sterretje *). Als je op deze links klikt en producten koopt, ontvangen we een kleine commissie zonder extra kosten voor jou. Uw steun helpt ons deze site draaiende te houden en nuttige inhoud te blijven maken. Hartelijk dank voor uw steun!

Van de uitgever

ଓଡ଼ିଆ ଗଳ୍ପର ଟ୍ରେଣ୍ଡସେଟର ଭାବେ ଜଣାଶୁଣା ଚର୍ଚ୍ଚିତ କଥାକାର ଜଗଦୀଶ ମହାନ୍ତିଙ୍କ କୌଣସି ଲେଖା ପଢିଲାବେଳେ ଆପଣ ଅନୁଭବ କରିବେ ଯେମିତି କୌଣସି ବାସ୍ତବବାଦୀ ସିନେମା ଦେଖୁଛନ୍ତି! ଚରିତ୍ରମାନେ ଏତେ ବିଶ୍ୱସନୀୟ ଭାବେ କାହାଣୀ ଭିତରେ ଚାଲବୁଲ କରୁଥାନ୍ତି, ମନେହେବ ଯେମିତି ତାହା କାହାଣୀ ନୁହେଁ, ବାସ୍ତବ! ତାଙ୍କର ପ୍ରତିଟି ଗଳ୍ପ ଭଳି ଉପନ୍ୟାସଗୁଡିକ ବି କିଛିନାକିଛି ଚମକପ୍ରଦ କାହାଣୀ କହିଥାନ୍ତି! 'ନିଜ ନିଜ ପାନିପଥ' ଉପନ୍ୟାସରେ ବି ଅଛି ସେମିତି କିଛି ଗତିଶୀଳ ଘଟଣା ଓ ଚରିତ୍ର, ଯାହା ଆପଣଙ୍କୁ ଶେଷ ଯାଏ ବାଟ କଢ଼େଇ ନେବ...

Publicatiedatum
04-09-2021

Storyside IN