Prema Aprema
ଜଗଦୀଶ ମହାନ୍ତି
Onverkort
•
9789354835551
6 uur 44 minuten
Sommige artikelen bevatten affiliate links (gemarkeerd met een sterretje *). Als je op deze links klikt en producten koopt, ontvangen we een kleine commissie zonder extra kosten voor jou. Uw steun helpt ons deze site draaiende te houden en nuttige inhoud te blijven maken. Hartelijk dank voor uw steun!
Van de uitgever
ଜଗଦୀଶ ମହାନ୍ତି ଓଡ଼ିଆ କଥାସାହିତ୍ୟର ପରୀକ୍ଷାଗାରରେ ଜଣେ ନିଷ୍ଠାପର ବୈଜ୍ଞାନିକ। ନାନା ଖୋଳ୍ତାଡ୍, କସରତ୍, କାରିଗରୀରେ ଭରା ତାଙ୍କ ଗଳ୍ପର ଗମ୍ଭିରୀ ଘର। ବିଶେଷକରି ପ୍ରେମଗଳ୍ପ ରଚନାରେ ସେ ତାଙ୍କ ଅଦ୍ୱିତୀୟ ଅନୁଶୀଳନ ଓ ଶିଳ୍ପୀପ୍ରବଣତାର ପରିଚୟ ଦେଇଛନ୍ତି। 'ପ୍ରେମ ଅପ୍ରେମ' ବହିରେ ରହିଛି ଶ୍ରୀ ମହାନ୍ତିଙ୍କର କିଛି ପ୍ରତିନିଧିସ୍ଥାନୀୟ ପ୍ରେମଗଳ୍ପ, ଯାହା ପ୍ରେମଭୁକ୍ ପାଠକ ଓ ସାହିତ୍ୟପ୍ରେମୀଙ୍କୁ ପ୍ରେମମନସ୍କ କରିବାକୁ ବାଧ୍ୟ। ଏ ବହିର ସବୁଯାକ ଗଳ୍ପ ଆପଣଙ୍କୁ ଆଚ୍ଛନ୍ନ କରିରଖିବ - ଏଥିରେ ସନ୍ଦେହ ନାହିଁ।