Cover

Sanskruti Apasanskruti

ଶରତ କୁମାର ମହାନ୍ତି

Onverkort 9789354342417
6 uur 55 minuten
Sommige artikelen bevatten affiliate links (gemarkeerd met een sterretje *). Als je op deze links klikt en producten koopt, ontvangen we een kleine commissie zonder extra kosten voor jou. Uw steun helpt ons deze site draaiende te houden en nuttige inhoud te blijven maken. Hartelijk dank voor uw steun!

Van de uitgever

ପ୍ରସିଦ୍ଧ ଗଦ୍ୟକାର ଶରତ କୁମାର ମହାନ୍ତିଙ୍କ 'ସଂସ୍କୃତି ଅପସଂସ୍କୃତି' ଆଜିକୁ ଚାଳିଶ ବର୍ଷ ତଳେ ଲେଖା ଯାଇଥିଲେ ମଧ୍ୟ ଏହାର ବିଷୟବସ୍ତୁ ଏବେବି ସମସାମୟିକ ଓ ଯୁକ୍ତିସଂଗତ ମନେହୁଏ! ସେତେବେଳେ କେବଳ ନୁହେଁ, ଆଜି ମଧ୍ୟ ମଣିଷ ସେଇ ସମାନ ଦ୍ୱନ୍ଦ୍ୱ ଭିତରେ ଅଛି; ସଂସ୍କୃତି ଭିତରେ ଅପସଂସ୍କୃତିର କଳାଛାଇ ଏବଂ ଅପସଂସ୍କୃତି ଭିତରେ ସଂସ୍କୃତିର କିରଣ ଦେଖି ଆଶା ନିରାଶାରେ ଧନ୍ଦି ହେଉଛି! ପ୍ରତିଟି ସଚେତନ ମଣିଷଙ୍କ ପାଇଁ ଏ ପୁସ୍ତକଟି ନିଶ୍ଚିତ ଭାବେ ଏକ ଉପାଦେୟ ଦସ୍ତାବିଜ!

Publicatiedatum
30-08-2021

Storyside IN