Cover

Apananka Agyandhina

ଗୌରହରି ଦାସ

Onverkort 9789354344923
3 uur 42 minuten
Sommige artikelen bevatten affiliate links (gemarkeerd met een sterretje *). Als je op deze links klikt en producten koopt, ontvangen we een kleine commissie zonder extra kosten voor jou. Uw steun helpt ons deze site draaiende te houden en nuttige inhoud te blijven maken. Hartelijk dank voor uw steun!

Van de uitgever

ତୋଷାମଦ ପରି ଦାସତ୍ୱ ମଧ୍ୟ ମଣିଷର ଆଉଗୋଟିଏ ଦୁର୍ବଳତା। କିଛି ମଣିଷ ତୋଷାମଦ ଶୁଣିବାକୁ ଭଲପାନ୍ତି, ଆଉକିଛି ମଣିଷ ଚିରକାଳ କାହାର ନା କାହାର ଦାସ ହୋଇ ରହିବାକୁ ଚାହାନ୍ତି। ସେମାନେ ଦାୟିତ୍ୱ ଓ ଦାସତ୍ୱ ଭିତରର ବ୍ୟବଧାନକୁ ଜାଣିପାରନ୍ତି ନାହିଁ। ମାତ୍ର ସେମାନଙ୍କର ଶ୍ରଦ୍ଧା ଓ ସମ୍ମାନକୁ ଅପରପକ୍ଷ ଯେ ଦୁର୍ବଳତା ବୋଲି ଧରି ନେଇଥାନ୍ତି, ସେକଥା ସେମାନେ ଚିନ୍ତା କରି ପାରନ୍ତି ନାହିଁ। ଏଥିପାଇଁ ସେମାନଙ୍କୁ ଜୀବନରେ ପ୍ରଚୁର ମୂଲ୍ୟ ଦେବାକୁ ହୁଏ। ଏହିସବୁ କାରଣ ଯୋଗୁଁ 'ଆପଣଙ୍କ ଆଜ୍ଞାଧୀନ' ଉପନ୍ୟାସର ଚରିତ୍ରମାନେ ଆମମାନଙ୍କର ଖୁବ ପରିଚିତ ମନେହୁଅନ୍ତି। ଆମ ସମୟର ଜଣେ ନିଖୁଣ କଥାକାର ଗୌରହରି ଦାସଙ୍କ ଏହି ଉତ୍କଣ୍ଠାପୂର୍ଣ୍ଣ ଉପନ୍ୟାସଟିକୁ ଶୁଣନ୍ତୁ ତେବେ ପ୍ରକାଶ ରାଉତଙ୍କ କଣ୍ଠରେ...

Publicatiedatum
12-08-2021

Storyside IN