Cover

Kishor Kanti

କାହ୍ନୁଚରଣ ପାଣିଗ୍ରାହୀ

Onverkort 9789354835636
1 uur 47 minuten
Sommige artikelen bevatten affiliate links (gemarkeerd met een sterretje *). Als je op deze links klikt en producten koopt, ontvangen we een kleine commissie zonder extra kosten voor jou. Uw steun helpt ons deze site draaiende te houden en nuttige inhoud te blijven maken. Hartelijk dank voor uw steun!

Van de uitgever

କାହ୍ନୁଚରଣ ପାଣିଗ୍ରାହୀ ଓଡ଼ିଆ ଶିଶୁସାହିତ୍ୟ ଜଗତରେ ବେଶ ଜଣାଶୁଣା। ପେସାରେ ଶିକ୍ଷକ ଶ୍ରୀଯୁକ୍ତ ପାଣିଗ୍ରାହୀ ଦୀର୍ଘ ପଚାଶ ବର୍ଷରୁ ଊର୍ଦ୍ଧ୍ୱକାଳ ଓଡ଼ିଶାର ଶିଶୁମାନଙ୍କର ବୌଦ୍ଧିକ ଓ ଆବେଗିକ ବିକାଶ ପାଇଁ ନିଜର ଲେଖନୀ ଚାଳନା କରିଆସୁଛନ୍ତି। ଆମ ପିଲାମାନଙ୍କ ଭିତରେ ସାମାଜିକ ପ୍ରତିବଦ୍ଧତା, ସଂସ୍କୃତି ଓ ପରମ୍ପରା ପ୍ରତି ସଚେତନତା ଆଣିବା ତାଙ୍କ କବିତାର ମୂଳ ମନ୍ତ୍ର। 'ସଂସାର', 'ଶିଶୁ ରାଇଜ', 'ମୀନାବଜାର', 'ଶିଶୁଲେଖା' ଆଦି ସମ୍ଭାନ୍ତ ପତ୍ରପତ୍ରିକାରେ ତାଙ୍କର କବିତା ପ୍ରକାଶିତ ହୋଇ ଆଦୃତ ଏବଂ ଆକାଶବାଣୀ କଟକଙ୍କ ସୌଜନ୍ୟରୁ ପ୍ରସାରିତ। ଶ୍ରୀ ପାଣିଗ୍ରାହୀଙ୍କ ରଚିତ 'ଟିକି ନାଆ', 'ଚୂନାଚୂନା ସୁନାଫୁଲ' ପୁସ୍ତକମାନଙ୍କ ପରି 'କିଶୋର କାନ୍ତି' ଆମ ପିଲାମାନଙ୍କ ପାଇଁ ଆଉ ଏକ ରୋଚକ ଉପହାର।

Publicatiedatum
13-09-2021

Storyside IN