Cover

Natara Diary

ପ୍ରକାଶ ମହାପାତ୍ର

Onverkort 9789354340178
5 uur 59 minuten
Sommige artikelen bevatten affiliate links (gemarkeerd met een sterretje *). Als je op deze links klikt en producten koopt, ontvangen we een kleine commissie zonder extra kosten voor jou. Uw steun helpt ons deze site draaiende te houden en nuttige inhoud te blijven maken. Hartelijk dank voor uw steun!

Van de uitgever

'ନଟ କିଏ ମୁଁ ଜାଣିନି। ଡାକିଲେ କିନ୍ତୁ 'ଓ' କରେ। ବେଳେବେଳେ ସ୍ୱପ୍ନରେ ନଟକୁ ଦେଖେ। ଅବିକଳ ମୋ ଭଳି ପୋଷାକ ପିନ୍ଧିଥାଏ। ପାନ ଖାଉଥାଏ। ମୋ ସହ ଲାଗେ, ଯୁକ୍ତି କରେ। କଥା ଅକଥାରେ ଟିକଲ କରେ। ହାରିଗଲେ କାନ୍ଧରେ ହାତ ରଖି ହସି ଦିଏ। ମୋ ଜାଣିବାରେ ମୁଁ ନଟ ସହ କେବେ ବି ଯୁକ୍ତିରେ ଜିତିନି। ସବୁବେଳେ ସେ ମୋତେ ହରାଏ। ବେଳେବେଳେ ଅଭିମାନରେ ପଚାରିଛି- ମୋତେ ହରାଇ ତୁମେ ଖୁସି ହୁଅ ନା! ସେ ହଁ କରେ। ମୁଚୁକୁନ୍ଦି ମାରି କହେ- ହାରିଲ ବୋଲି ଭାବୁଛ କାହିଁକି ଯେ! ମଣିଷଟେ କେମିତି ହାରିବ ହୋ? ହାରିବା ନେଇ ତା' ଜୀବନ ପା' ଗଢା। ଯେ ହାରିବା ନେଇ ଜନ୍ମ ହୋଇଚି ସେ ପୁଣି ଆଉ ହାରିବ କଣ? ସେଇ ହାରିଛି ବୋଲି ତ ସେ ଜିତିବାର ସ୍ୱପ୍ନ ନେଇ ରାସ୍ତା ଚାଲୁଛି। ସବୁ ପରାଜୟ, ବାଧା ହିଁ ବିଜୟକୁ ଏକ ରାସ୍ତା। ବାଧା ହିଁ ଗତି। ଘାତ ହିଁ ସ୍ପନ୍ଦନ। ହାରିବା ହିଁ ଜୀବନ। ଅନ୍ତିମ ବିଜୟ ହିଁ ଅନ୍ତିମ ପରାଜୟ।' ବିଚକ୍ଷଣ କଥାକାର ପ୍ରକାଶ ମହାପାତ୍ରଙ୍କ 'ନଟର ଡାଏରୀ' ହେଉଛି ତାଙ୍କ ଅଭ୍ୟନ୍ତର ଅନ୍ଧାରର ପ୍ରତିଲିପି? ଆପଣ ବି ଶୁଣନ୍ତୁ, ଲାଗିବ ସେ ନଟ ଆପଣଙ୍କ ଭିତରେ ବି ନାଟ କରୁଛି...

Publicatiedatum
12-08-2021

Storyside IN