Cover

Chumban

ଦେବଦାସ ଛୋଟରାୟ

Onverkort 9789354343773
1 uur 37 minuten
Sommige artikelen bevatten affiliate links (gemarkeerd met een sterretje *). Als je op deze links klikt en producten koopt, ontvangen we een kleine commissie zonder extra kosten voor jou. Uw steun helpt ons deze site draaiende te houden en nuttige inhoud te blijven maken. Hartelijk dank voor uw steun!

Van de uitgever

'ବାବୁକୁ ତିନିଦିନ କାଳ ଜରହେଲା । ତିନିଦିନ କାଳ ବାବୁ ଗାଧେଇବା, ଖାଇବା, ମୁହଁ ଧୋଇବା, ସବୁବନ୍ଦ କରିଦେଇ ତା' ଓଠର ଚୁମାକୁ ଅକ୍ଷତ ରଖିଲା । ଚାମୁଚରେ ପାଣିପିଇ ଓଷଦ ଗିଳିଲା ଆଉ ଥର୍ମୋମିଟରକୁ କାଖରେ ଯାକିଲା, ଯେମିତି ତା' ଓଠର ପବିତ୍ରତା ନଷ୍ଟ ହୋଇ ନଯାଏ । ଡାକ୍ତର କହିଲେ ସନ୍‍ଷ୍ଟ୍ରୋକ୍‍ । କମ୍ପାଉଣ୍ଡର ଆସି ମଶାରୀ ବାଡାରୁ ବୋତଲ ଲଟ୍‍କେଇ ସାଲାଇନ୍‍ ଦେଲା । ତିନିଦିନ ପରେ ଜରମୁକ୍ତ ବାବୁକୁ ବକ୍ସିବଜାରରେ ଦେଖି ଗୌରୀ ତା' ଗାଲରେ ସ୍ନେହରେ ଖୁନ୍ଦାମାରି କହିଲା, 'ଇସ୍‍, ପ୍ରେମରୋଗ!' ପାନଦୋକାନର ଆର୍ସିରେ ବାବୁ ଦେଖିଲା, ତା' ତଳ ଓଠରେ ସୁକେଶୀର ଦିଆ ଖଇରର ରଙ୍ଗ ଆଉଟିକେ ଜମାଟ୍‍ ବାନ୍ଧିଯାଇଚି ।' ଜୀବନକୁ କେମିତି ଓ କେତେ ରୋମାଣ୍ଟିକ୍‍ ବନେଇପାରନ୍ତି ଦେବଦାସ ଛୋଟରାୟ, ଶୁଣନ୍ତୁ...

Publicatiedatum
31-12-2022

Storyside IN