Cover

Ebebi Sundara Dhara

ପ୍ରବୀଣା ମହାନ୍ତି

Onverkort 9789354349249
4 uur 24 minuten
Sommige artikelen bevatten affiliate links (gemarkeerd met een sterretje *). Als je op deze links klikt en producten koopt, ontvangen we een kleine commissie zonder extra kosten voor jou. Uw steun helpt ons deze site draaiende te houden en nuttige inhoud te blijven maken. Hartelijk dank voor uw steun!

Van de uitgever

ଏକାଧିକ ସଂସ୍କରଣରେ ପ୍ରକାଶିତ 'ଏବେ ବି ସୁନ୍ଦର ଧରା' ପ୍ରବୀଣ ଲେଖିକା ପ୍ରବୀଣା ମହାନ୍ତିଙ୍କର ଏକ ସଫଳ ଉପନ୍ୟାସ! ଗତାନୁଗତିକ ଜୀବନର ଘଟଣା ଭିତରେ ବି ସେ ଭାବପ୍ରବଣତାର ସୂକ୍ଷ୍ମ ସମ୍ବେଦନଶୀଳ ଉପସ୍ଥାପନା କରିପାରନ୍ତି, ଯାହା ପାଠକକୁ ମୁଗ୍ଧ କରିଥାଏ! ଯନ୍ତ୍ରଣାଜର୍ଜର ମଣିଷ ପାଇଁ ତାଙ୍କ କାହାଣୀରେ ଥାଏ ଆସ୍ଥା ଆଉ ଆଶ୍ୱାସନାର ମନ୍ତ୍ର! ମଧୁସ୍ମିତାଙ୍କ ମଧୁର କଣ୍ଠରେ ତେବେ ଶୁଣନ୍ତୁ ପ୍ରବୀଣା ମହାନ୍ତିଙ୍କ ଏହି ଚମତ୍କାର ଉପନ୍ୟାସ 'ଏବେ ବି ସୁନ୍ଦର ଧରା'...

Publicatiedatum
03-09-2021

Storyside IN